ସଟ୍‌ଡାଉନ୍‌ ପ୍ରଭାବ: ପୋଛି ନେଇଗଲେ ପଚା ପରିବା, ଅଣ୍ଡା ବଜାରରେ ଭିଡ଼

ଭୁବନେଶ୍ୱର: ଶୁକ୍ରବାର ଅପରାହ୍‌ଣରେ ସଟ୍‌ଡାଉନ୍‌ ଘୋଷଣା ଖବର ପ୍ରଚାରିତ ହେବା ପରେ ରାଜଧାନୀର ପରିବା ବଜାରରେ ଦୁଇଟି ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା। ହାଟରେ ବେପାରୀମାନେ ସଜ ପରିବା ସବୁକୁ କିଲୋ ପିଛା ମାତ୍ର ୧୦ ଟଙ୍କାରେ ବିକ୍ରି କରିଥିବା ବେଳେ ସହରର ଗଳିକନ୍ଦି ଓ ଉପକଣ୍ଠ ଗାଁମାନଙ୍କରେ ପଚା ପରିବା କେଜି ୫୦ ଟଙ୍କା ହୋଇଗଲା। ସକାଳେ ଗାଁ ଦୋକାନରେ କିଲୋକୁ ୧୬ଟଙ୍କାରେ ବିକ୍ରି ହେଉଥିବା ଆଳୁ କିଲୋ … Continue reading ସଟ୍‌ଡାଉନ୍‌ ପ୍ରଭାବ: ପୋଛି ନେଇଗଲେ ପଚା ପରିବା, ଅଣ୍ଡା ବଜାରରେ ଭିଡ଼